OnaKhabar

ଧର୍ମଶାଳା କଂଗ୍ରେସ ପ୍ରାର୍ଥୀତ୍ୱକୁ ନେଇ ଅସନ୍ତୋଷ, ପିସିସି ସଭାପତିଙ୍କ ବାସଭବନ ଆଗରେ ଦଳୀୟ କର୍ମୀଙ୍କ ବିକ୍ଷୋଭ ଓ ଧାରଣା, ଦେଖନ୍ତୁ ଏହି ଭିଡିଓରେ…

0 16

ଧର୍ମଶାଳା: ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଉଛି । ତେବେ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବା ପରେ କେତେକ ଦଳୀୟ ପ୍ରାର୍ଥୀ ଖୁସି ଥିବା ବେଳେ କେତେକ ଅସନ୍ତୋଷ ମଧ୍ୟ ହେଉଛନ୍ତି । ତେବେ ଆଜି କଂଗ୍ରେସ ପ୍ରାର୍ଥୀ ସ୍ମୃତିରେଖା ପାହିଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି କିଛି କଂଗ୍ରେସ ପ୍ରାର୍ଥୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନ ଆଗରେ ବିକ୍ଷୋଭ କରିବା ସହ ଧାରଣାରେ ବସିଥିବାର ଦେଖିବାକୁ ମିଳୁଛନ୍ତି । ବିକ୍ଷୋଭକାରୀ ସ୍ମୃତିରେଖା ପାହିଙ୍କ ପ୍ରାର୍ଥୀତ୍ୱକୁ ନେଇ ଅସନ୍ତୋଷ ଥିବାର ଦେଖିବାକୁ ମିଳୁଛନ୍ତି । ଏବଂ ସେମାନେ ପ୍ରଶ୍ନ ରଖିଛନ୍ତି ଯେ,୧୪ ବର୍ଷ ହେଲା ଦଳରେ ଖଟିଥିବା ଲୋକଙ୍କ ବଦଳରେ ୧୪ ଦିନ ତଳେ ମିଶିଥିବା ବ୍ୟକ୍ତିଙ୍କୁ ଟିକେଟ କାହିଁକି ମିଳୁଛି ବୋଲି ପ୍ରଶ୍ନ କରିଛନ୍ତି ।

https://www.onakhabar.com/pruthivi-dined-to-conest-in-election/

Leave A Reply

Your email address will not be published.