OnaKhabar

ବିଜେଡିର ଆଉ ୯ ପ୍ରାଥୀଙ୍କ ତାଲିକା ପ୍ରକାଶ

67

ଭୁବନେଶ୍ୱର : ବିଜେଡି ବାକି ଥିବା ୨୮ଟି ବିଧାନସଭା ଆସନ ମଧ୍ୟରୁ ଆଜି ୯ଟିର ପାର୍ଥି ତାଲିକା ଘୋଷଣା କରିଛି | ବିଜେଡି ଦଳୀୟ ଅସନ୍ତୋଷକୁ ଦୃଷ୍ଟିରେ ରଖି ଧୀରେ ଧୀରେ ତାଲିକା ପ୍ରକାଶ କରୁଛି |
ପିପିଲି – ପ୍ରଦୀପ ମହାରଥୀ
ଜଗସିଂହପୁର – ପ୍ରଶାନ୍ତ ମୁଦୁଲି
ବାଲିକୁଦା-ଏରସମା – ରଘୁନନ୍ଦନ ଦାସ
ନୀଳଗିରି – ସନ୍ତୋଷ ଖଟୁଆ
ଧାମନଗର – ରାଜେନ୍ଦ୍ର କୁମାର ଦାସ
ଅନାଦପୁର – ଭାଗିରଥି ସେଠୀ
ନିମାପଡା – ସମୀର ରଞ୍ଜନ ଦାଶ
କାକଟପୁର – ସୁରେନ୍ଦ୍ର ସେଠୀ
ନିଆଳି – ପ୍ରମୋଦ ମାଲିକ