OnaKhabar

ତୁଳା ଓ କୁମ୍ଭ ରାଶି ପାଇଁ ଆଜି ଦିନଟି ଅତ୍ୟନ୍ତ ଲାଭଦାୟକ ଦେଖନ୍ତୁ ଅନ୍ୟ ରାଶିଫଳ ବିଷୟରେ…

0 1

ମେଷ: ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ମନ ଦେବେ । ବାହାରକୁ ଯିବାର ସମ୍ଭାବନା ଅଛି । ଯଶ ଅର୍ଜନ କରିପାରନ୍ତି ।ଚାକିରିକ୍ଷେତ୍ରରେ ଶାନ୍ତି ମିଳିବ । ଆର୍ôଥକ ଉନ୍ନତି ହେବ ।
ବୃଷ: ଆଜି ଆପଣ ଜିଦରେ ଅଟଳ ରହିବେ । କୌଣସି କାର୍ଯ୍ୟରେ ଜୁଲୁମ୍ କରିପାରନ୍ତି । ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ଅଛି । ଖର୍ଚ୍ଚ ବଢ଼ିବ । ଲକ୍ଷ୍ୟ ପୂରଣ ପାଇଁ ଯୋଜନା କରିବେ । କୌଣସି କାର୍ଯ୍ୟର ଉନ୍ନତିକରିବାକୁ ଚେଷ୍ଟା କରିବେ । ବିଦେଶ ଭ୍ରମଣର ଯୋଗ ରହିଛି । ଅର୍ଥସମସ୍ୟାରେ ପଡ଼ିପାରନ୍ତି ।
ମିଥୁନ: ଆଜି ଅର୍ଥଲାଭର ଯୋଗ ଅଛି । ପାରିବାରିକ କ୍ଷେତ୍ରରେ ଶାନ୍ତି ମିଳିବ । ଆପଣଙ୍କରବ୍ୟବସାୟ ଓ କର୍ମକ୍ଷେତ୍ରରେ ଲାଭବାନ୍ ହେବେ । ମହିଳାମାନେଅର୍ଥାଭାବରେ ରହିବେ ।
କର୍କଟ: ଭଲ ଖବର ପାଇପାରନ୍ତି । ପରିବେଶରୁ ଆନନ୍ଦ ମିଳିବ । ଗୁ ପ୍ତଧନର ସନ୍ଧାନ ପାଇବେ । ଯୋଜନାନୁଯାୟୀ କର୍ମ କରିବେ । କର୍ମରେ ପଛେଇଯିବେ ।ଗୃହକର୍ମରୁ ସୁଖ ମିଳିବ । ଦୁର୍ଘଟଣାରେ ପଡ଼ିପାରନ୍ତି ।
ସିଂହ: ଆଜି ଚନ୍ଦ୍ରଙ୍କଚଳନ ହେତୁ କତୃପକ୍ଷଙ୍କ ସହମତ ହେବେ । ଦୁଶ୍ଚିନ୍ତା ବଢ଼ିପାରେ । ହଠାତ ବ୍ୟୟଭାର ବଢ଼ାଇବାର ସମ୍ଭାବନା ଅଛି । କିନ୍ତୁ ଚାକିରିରେ ସମ୍ମାନିତ ହେବେ ।
କନ୍ୟା: ଆଜି ବ୍ୟବସାୟରେ ଲାଭବାନ ଯୋଗ ଅଛି । ସ୍ୱାସ୍ଥ୍ୟ ଭଲ ରହିବ । ଦୂରଯାତ୍ରାକରିପାରିବେ । ଅନ୍ୟ ପାଇଁ ଦୁଃଖ କରିବେ । ମଘାନକ୍ଷତ୍ର ଯୋଗୁଁ ଚାକିରିରେ ସମ୍ମାନିତ ହୋଇପାରନ୍ତି ।
ତୁଳା: ଆଜି ସକାଳୁ ସକାଳୁ ସୁସମ୍ବାଦ ପାଇ ଖୁସି ହେବେ । ପୂର୍ବ ପଟୁ ବନ୍ଧୁ ଆପଣଙ୍କୁ ସହଯୋଗର ହାତ ବଢ଼ାଇବେ । ବ୍ୟବସାୟରେ ବାଧାବିଘ୍ନ ଦୂରହେବ । ଅର୍ଥଲାଭର ସୁଯୋଗ ଆସିବ । ଗୃହ ଓ ଭୂମି କ୍ରୟକରିପାରନ୍ତି । ପାରିବାରିକ ସମସ୍ୟା ଦୂରହେବ ।
ବିଛା: ଦିନଟି ଆପଣଙ୍କ ପାଇଁ ବ୍ୟସ୍ତ ଆଣିଦେବ । ଆପଣ ସରକାରୀ ପଦପଦବୀରେ ଥିଲେ କାର୍ଯ୍ୟବ୍ୟସ୍ତ ସହିତ ସମ୍ମାନିତ ତହେବାର ସୁଯୋଗ ଅଛି । ବ୍ୟବସାୟରେ ଲାଭବାନ ହେବାର ଯୋଗ ଅଛି ।
ଧନୁ: ଶନିଙ୍କ ପ୍ରଭାବରୁ ବେପାରରେ ଲାଭକର୍ମ ହେବ । କର୍ମକ୍ଷେତ୍ରରେ ଉନ୍ନତି,ମାନସମ୍ମାନ ବୃଦ୍ଧିପାଇବ । ବନ୍ଧୁମାନଙ୍କ ସହଯୋଗ ମିଳିବ ।
ମକର: ଆଜି ଅପାଣଙ୍କ ଦିନଟି ଏକରକମର ଭଲ । ଶାରୀର ସୁସ୍ଥ ରହିବା ସହ ମାନସିକ ଶାନ୍ତି ପାଇବେ । ବ୍ୟବସାୟରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ଛାତ୍ରଛାତ୍ରୀମାନେ ପଢ଼ାପଢ଼ି ପାଇଁ ଯୋଜନା କରିବେ ।
କୁମ୍ଭ: ପୁରଣା କାର୍ଯ୍ୟ ଆଜି କରନ୍ତୁ ଦେଖିବେ ହାତ ଦେଉଦେଉ ହୋଇଯିବ । ହୁତଦିନର ଋଣମୁକ୍ତି ହେବେ । ଚାକରିକ୍ଷେତ୍ରରେ ଉନ୍ନତି ହେବ । ଶାରୀରିକ ସୁସ୍ଥତା ବଢ଼ିବ । ମହିଳାମାନେ ବିଶ୍ୱାସୀ ହେବେ ।
ମୀନ: ଆଦି ଦିନରୁ ସବୁ ଆଡୁ ସୁଖ ଆଣିଦେବ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ । ହଠାତ ବନ୍ଧୁଙ୍କ ସହଯୋଗ ପାଇବେ । ଧନଲାଭର ସୁଯୋଗ ମିଳିବ ।

Leave A Reply

Your email address will not be published.