OnaKhabar

ଆଜି କନ୍ୟା ରାଶିରେ ଅକସ୍ମିକ ଭାବେ ଧନ ଲାଭ ହୋଇପାରେ, ଜାଣନ୍ତୁ ଅନ୍ୟ ରାଶିରେ କଣ ରହିଛି….

68

ମେଷ: ମାନସିକ ବ୍ୟସ୍ତତା ବୃଦ୍ଧି ହୋଇପାରେ କୁଟନିତୀ ପ୍ରୟୋଗ କରିବାକୁ ପଛାଇବେ ନାହିଁୠୃହରେ ଶନ୍ତିର ବାତାବରଣ ସୃଷ୍ଟି ହେବ । କର୍ମ କ୍ଷେତ୍ରରେ ଢେର ଉନ୍ନତି ଘଟିବଚାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇନପାରିବେ ।
ବୃଷ: ଧର୍ମ ଧାରଣାରେ ଉତ୍ସର୍ଗୀକୃତ ମନୋଭାବ ରହିବ ।ଓଁ କୃଷ୍ଣୟ ଧ୍ୟନ କଲେ ବିପଦମୁକ୍ତ ହେବେ ।ଘାତଚନ୍ଦ୍ର ଭୋଗ ହେତୁ ସର୍ତକରେ ଚଳିବାକୁ ପଡିବ ।ଶାସ୍ତ୍ରାଭ୍ୟାସ ହୋଇପାରନ୍ତି ଆଜି । ବିନିତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି ଆଜି କିଛି କରିôତବା ମନ୍ତ୍ରଣା ଶକ୍ତି ଯୁକ୍ତ ହୋଇପାରେ ।
ମିଥୁନ: ଦେବ ପୂଜାରେ ନିୟୋଜିତ ହେବେ ।ମାନ-ମର୍ଯ୍ୟଦା ବୃଦ୍ଧି ପାଇବ । ପାରିବାରିକ ସୁଖ ମିଳିବ । କର୍ମକ୍ଷେତ୍ରରେ ସଫୂତା ମିଳିବ । ଆଜି କରିଥିବା କିଛି ପ୍ରତିଯୋଗିତାରେ ବିଜୟ ଲାଭ କରିବେ ।ସର୍ବାଗିଣ ଉନ୍ନତି କରିବାର ଆଶା ରହିଛି ।ପ୍ରିୟଭାଷୀ ଓ ଧନ-ବାହନଯୁକ୍ତ ହୋଇପାରନ୍ତି । ଗୁଣଯୁକ୍ତ ଓ ସୁଖୀ ହେବେ ।
କର୍କଟ:ଆଜି ଆପଣଙ୍କ ବ୍ୟବସାୟ ଲାଭ ଜନକ ହୋଇପାରେ । ରୋଜଗାର ଧିରେ ଧିରେ ବଢିବ । ଜନ ହିତକର କାର୍ଯ୍ୟ କରି ସମ୍ମାନିତ ହେବେ ।ଘାତଚନ୍ଦ୍ର ଭୋଗ ହେତୁ ସତର୍କତା ସହ ଚଳିବାକୁ ପଡ଼ିବ ।ରାଜ୍ୟ ଶାସ୍ତ୍ରନୁରକ୍ତ ହୋଇପାରନ୍ତି ।ସୁଖ ଭୋଗ କରିବେୠୁଣବାନ ଓ ଧୈର୍ଯ୍ୟଶୀଳ ହେବେ ।
ସିଂହ:ଆଶା କରୁଥିବା ସାହାର୍ଯ୍ୟ ମିଳିପାରେ । କର୍ମକ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରିପାରନ୍ତି । କିଛି ଶୁଭ ଖବର ପାଇ ଖୁସି ବି ହୋଇପାରନ୍ତି । ପାରିବାରିକ ସୁଖ ବୃଦ୍ଧି ପାଇବା ସହ ଆପଣଙ୍କୁ ମାନ୍ୟତା ପ୍ରାପ୍ତ ହୋଇପାରେ ।ସରକାରୀ ଅର୍ଥ ପାଇ ଯଶସ୍ୱୀ ହେବେ ।
କନ୍ୟା: ଆକସ୍ମିକ ଭାବେ ଧନ ଲାଭର ସୂଚନା ମିଳିବ । ସେବା ପରାୟଣ ହେବେ ।ନିଜର ବୈଶିଷ୍ଠ୍ୟତା ପ୍ରକାଶ କରିପାରନ୍ତି । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ତୁଳା:ବନ୍ଧୁଙ୍କ ସହଯୋଗ ପାଇ ଖୁସି ହୋଇଯିବେ । ଧନକ୍ଷୟ ହେବାର ସମ୍ଭାବନା ରହିଛି । ଆଜି ଆପଣଙ୍କ ମନ ଦୁର୍ବଳ ରହିବ । ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିବେ । ଚାଲୁ ରହିଥିବା କାର୍ଯ୍ୟ କିଛି କାରଣରୁ ଅଟକି ଯାଇପାରେ ।
ବିଛା:ଆଜି ଆପଣ କାର୍ଯ୍ୟରୁ ଆଗ୍ରହ ହରାଇ ପାରନ୍ତି । ଅଧିକ କାର୍ଯ୍ୟ କରି କଷ୍ଟ ସହିବାକୁ ପଡ଼ିବ କିନ୍ତୁ ତାର ମୂଲ୍ୟ କିନ୍ତୁ ଆପଣଙ୍କୁ ମିଳିବ । ବନ୍ଧୁର ସହାୟତା ପାଇ ଖୁସି ହୋଇଯିବେ ।ପରିବାରର କଲ୍ୟାଣମୂଳକ କାର୍ଯ୍ୟ କରି ପ୍ରଶଂସିତ ହେବେ ।
ଧନୁ:ଯାତ୍ରା କାଳିନ ଖର୍ଚ୍ଚ ବୃଦ୍ଧି ହୋଇପାରେ । ଦୁଃସାସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ପାଦନ କରିବେ । ଧନ ପ୍ରାପ୍ତିର ସମ୍ଭାବନା ଅଛି ।ଆପଣଙ୍କ ଶୁଭ ଚିନ୍ତକ ମାନଙ୍କ ସହାୟତା ମିଳିବ ।ସୁସ୍ଥ ନିରାମୟ ଜୀବନ ଯାପନ କରିବେ ।
ମକର:ବାଣିଜ୍ୟ ବ୍ୟବସାୟ ଲାଭଜନକ ହେବ । ନିଜ ସମ୍ମାନକୁ ଜଗି ଚଳିବାକୁ ।ଉତ୍ତମ ଭୋଜନରେ ଅପ୍ୟାୟିତ ହେବେ ।ସଧନା ଫଳବତୀ ହେବ ।ସୁଖ-ସମ୍ଭୋଗ କରିପାରନ୍ତି ।
କୁମ୍ଭ:ମାଲି-ମୋକଦ୍ଦମା ବିଜୟ ଲାଭ କରିବେ । ଆଜି ଆପଣ କଳହ ମୁକ୍ତ ରହିବା ଆପଣ ପକ୍ଷେ ଭଲ । ଆଜି ଆପଣଙ୍କ ଧନହାନି ଘଟିପାରେ ।ଯାନବାହନର ସୁଖ ମିଳିବ ।
ମୀନ:ଯାତ୍ରାକାଳୀନ ସତର୍କତା ଏକାନ୍ତ ଜରୁରୀ କାର୍ଯ୍ୟକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଧର୍ମ-କର୍ମ ସଂପାଦନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ପଦୋନ୍ନତି ପାଇବାର ସୂଚନା ମିଳୁଛି ।ସର୍ବାଙ୍ଗୀଣ ଉନ୍ନତିର ଆଶକାଯାଉଛିି ।