OnaKhabar

ନିଳଗିରିରେ ପୁଣି ଝାଡଖଣ୍ଡୀ ହାତୀପଲ

69

ନିଳଗିରି: ନୀଳଗିରିରେ ପୁଣି ଝାଡଖଣ୍ଡୀ ହାତୀପଲ ଦେଖିବାକୁ ମିଳିଛି । ଗୋପାଳପୁର ନିକଟ ଜଙ୍ଗଲରେ ୨୫ରୁ ଅଧିକ ହାତୀ ରହିଥିବା ଜଣାପଡିଛି । ହାତୀପଲ ଝାରଖଣ୍ଡ ଦଲମା ଜଙ୍ଗଲରୁ ଆସିଥିବା ଜଣାପଡିଛି । ହାତୀପଲ ବେତନଟୀ ରେଞ୍ଜ ନଡପୁର ମଧ୍ୟ ଦେଇ ପ୍ରବେଶ କରିଛନ୍ତି । ହାତୀପଲ ଗାଁ ମୁହାଁ ହେଉଥିବା ଆଶଙ୍କା କରି ଗୋପାଳପୁର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡିଛି ।

https://www.onakhabar.com/andhra-elephant-now-in-rayagada/