OnaKhabar

ଆଜି ବିଛା ରାଶିର ବ୍ୟକ୍ତି ଦିନସାରା କାର୍ଯ୍ୟବ୍ୟସ୍ତ ରହିପାରନ୍ତି, ଜାଣନ୍ତୁ ଆପଣଙ୍କ ରାଶିରେ କଣ ରହିଛି

0 20

ମେଷ: ଆଜି ଆପଣଙ୍କ ସମସ୍ତ ଅସୁବିଧା ଦୁର ହୋଇଯିବ ।ରୋଜେଗାର ବି ଆଶାନୁରୁପ ହୋଇପାରିବ । ଶ୍ରୀ ଚନ୍ଦ୍ର ଭୋଗ ହୋଇଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଆଜି ଆପଣଙ୍କୁ କେଉଆଡୁ ଅର୍ଥପ୍ରାପ୍ତିର ସୂଚନା ମଧ୍ୟ ମିଳିପାରେ ।
ବୃଷ: କିଛି ଲୋକଙ୍କୁ ସାହାର୍ଯ୍ୟ କରିବେ ମାତ୍ର ଅପଦସ୍ତ ହୋଇପାରନ୍ତି । କିଛି ଅସୁବିଧାରେ ସମ୍ମୁଖିନ ମଧ୍ୟ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ନେତ୍ର ପୀଡା ଅନୁଭବ କରିପାରନ୍ତି । ମଧୁର ବଚନ କହ ଲୋକଙ୍କ ମନ ତୋସିବେ ।
ମିଥୁନ: ଆଜି ଆପଣଙ୍କ ଆର୍ଥିକ ସ୍ଥିତିରେ ଅଗ୍ରଗତି ହେବ । ଧନ ପ୍ରପ୍ତିର ସୂଚନା ମଧ୍ୟ ମିଳିବ ଆପଣଙ୍କୁ । ଆଜି ଆପଣ ସୁସ୍ଥ ଓ ନିରାମୟ ଅନୁଭବ କରିବେ ।ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ଅର୍ଥ ସହ ସମ୍ମାନ ମିଳିବ ।
କର୍କଟ:ଆଜି ଆପଣ ସଖାଳୁ ଉଠିବା ପରେ କିଛି ସମୟ ପାଇଁ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିବେ ।ନିଜର ବଂଶ ମର୍ଯାଦାକୁ ଆଲୋକିତ କଲାଭଳି କାମ କରିବେ । ଦୟାଳୁ ହେବେ । ବ୍ୟବସାୟରେ ଲାଭଜନକ ହେବ ।
ସିଂହ: କିଛି ଭୁଲ କାମ କରି ଅନୁତପ୍ତ ହୋଇପରନ୍ତି । ଦାନ ଧର୍ମ କରି ମହାପୁର୍ଣ୍ୟ ଅର୍ଜନ କରିବେ । ଆଜି ଆପଣ ଭାଗ୍ୟଶାଳି ହେବେ । ଆଜିକାର ଦିନଟି ଭୋଗ ବିଳାସରେ ଅତିବାହିତ କରିବେ । ସୁଖୀ ରହିବେ ।
କନ୍ୟା: ଦିନଟି ସୁଖମୟ ରହିବ । କିଛି ମାତ୍ରରେ ଶାରୀରିକ ଦୁର୍ବଳତା ଅନୁଭବ କରିବେ । ସ୍ୱାଭିମାନୀ ହୋଇପାରନ୍ତି ମିତ୍ର ମାନେ ଦୁରକୁ ଯାଇପାନ୍ତି ଆପଣଙ୍କଠୁ ।
ତୁଳା:ପରିବାରର ଅତି ନିଜ ଲୋକଙ୍କ ପାଇଁ ଅସୁବିଧା ଉପୁଜିପାରେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ଉତ୍ସର୍ଗ କରିବେ । ଶାନ୍ତ ଓ ।ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ କଥାରେ ପରିଚାଳିତ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମଳିବ ।
ବିଛା: ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ । ନିଜ କାର୍ଯ୍ୟ ପାଇଁ ମନରେ ଗର୍ବ ଅହଂକାର ଆସିପାରେ । ଅନାବଶ୍ୟକ ଖର୍ଚ୍ଛ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ ସଦିଚ୍ଛା ଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତାହେବାର ଆଶଙ୍କା ରହିଛି ।
ଧନୁ:ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇଁ ଖୁସି ହୋଇପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପାଇଁ ଆଗ୍ରହୀ ହେବେ । ପୁତ୍ର ସୁଖ ମିଳିବା ଆଶଙ୍କା କରାଯାଏ ।
ମକର: ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିପାରନ୍ତି । ଉଦାର ସ୍ୱଭାବର ହେବେ ।ଦାନ ପୁଣ୍ୟ କରି ଅତ୍ମତୃପ୍ତି ଲାଭ କରିବେ । ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ସୁସ୍ଥ ଓ ନିରାମୟ ରହିବେ । ଏବଂ କୃଷି ଖେତ୍ରରୁ ଲାଭ ମିଳିବ ।
କୁମ୍ଭ:ଆୟର ସ୍ୱଳ୍ପତା ଆପଣଙ୍କୁ ଖୁସି କରାଇ ନ ପାରେ ।ଆପଣଙ୍କ ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଧାର୍ମିକ ହେବେ । ମିଷ୍ଟଭାଷୀ ହୋଇ ମଧୁର ବଚନ କହିପାରନ୍ତି ।ପ୍ରେମୀ ଓ ସାହସୀ ହେବେ । ନିଜର ସାନ ଭାଇ ଭଉଣୀଙ୍କ ଠୁ ଆଦର ସମ୍ମାନ ପାଇବେ ।
ମୀନ:ଆଜି ଆପଣଙ୍କ ମାନସିକ ଚାପ ବୃଦ୍ଧି ହୋଇପାରେ ସେଥିପ୍ରତି ସଜାଗ ରହିବେ । ସ୍ୱାଧୀନ ଭାବେ ମିଳି-ମିଶି କାର୍ଯ୍ୟ କରିବା କଷ୍ଟ ଦାୟକ ହେବ । ବିଭିନ୍ନ ଦିଗରୁ ଧନଗମ ହୋଇପାରେ । ଆଜି ଆପଣ ସହନଶୀଳତାର ସହ ସବୁ କିଛି କରିବେ । ଶାନ୍ତି ପ୍ରିୟ ହୋଇପାରନ୍ତି ଉଦାର ଓ ବିଦ୍ୟାପ୍ରେମୀ ହେବେ ।

ଆହୁରି ପଢନ୍ତୁ

Leave A Reply

Your email address will not be published.