OnaKhabar

୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା

55

ଭୁବନେଶ୍ୱର(ଓଏନଏ) :ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ସୂଚନା ଦିଆଯାଇଛି । । ସୂଚନାନୁଯାୟୀ, ଆସନ୍ତା ୧୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କେତୋଟି ସ୍ଥାନରେ ବର୍ଷା ହେବା ନେଇ ହୋଇପାରେ ବୋଲି ଜଣାପଡ଼ିଛି । ଏହି ସମୟରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ଥିରୁସ୍ତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି ।

https://www.onakhabar.com/ight-rain-or-thundershower-likely-to-occur-at-11-districts/