OnaKhabar

ପାକ ମିଡିଆ ମୋଦିଙ୍କ ସମ୍ପର୍କରେ କଣ କହୁଛନ୍ତି ଦେଖନ୍ତୁ ଏହି ଭିଡ଼ିଓ…

0 11

ଭୁବନେଶ୍ୱର: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତର ପଦକ୍ଷେପକୁ ନେଇ ବିଶ୍ୱବାସୀ ଅପେକ୍ଷା କରି ରହିଛନ୍ତି । ଭାରତ କଣ ଯବାବ ଦେଉଛି ତାହା ଉପରେ ବିଶ୍ୱର ନଜର ରହିଥିଲା । ଭାରତ ପକ୍ଷରୁ ବାୟୁସେନା ପାକିସ୍ତାନକୁ ପଶି ବାଲାକୋଟସ୍ଥିତ ଜୈସ ଶିବିରକୁ ଧ୍ୱଂସ କରିବା ପରେ ସମଗ୍ର ପାକିସ୍ତାନ ସ୍ତବ୍ଧ ହୋଇଯାଇଥିଲା । ଏପରି କି ବିଶ୍ୱ ସମୁଦାୟ ମଧ୍ୟ ଭାରତର ଏହି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । ଏହାକୁ ନେଇ ପାକିସ୍ତାନରେ ବ୍ୟାପକ ପ୍ରତିକ୍ରୀୟା ପ୍ରକାଶ ପାଇଥିଲା । ଗଣମାଧ୍ୟମରେ ଏହି ଘଟଣା ଅଧିକ ଚର୍ଚ୍ଚାର ବିଷୟ ହୋଇଥିଲା । ପାକିସ୍ତାନର ବିଶିଷ୍ଟ ବ୍ୟକ୍ତି ଓ ବିଶେଷଜ୍ଞମାନେ ଟିଭି ଚ୍ୟାନେଲର ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ନୀତି ଓ ତାଙ୍କ ଦକ୍ଷତା ସମ୍ପର୍କରେ ପାକିସ୍ତାନ ବୁଦ୍ଧିଜୀବୀ କଣ କହୁଛନ୍ତି ଏହି ଭିଡିଓ ଦେଖିଲେ ଜାଣିପାରିବେ…

Leave A Reply

Your email address will not be published.