OnaKhabar

ଜୈସ-ଏ-ମହମ୍ମଦ କଳା ତାଲିକାରେ ସାମିଲ ହେବାକୁ ପ୍ରସ୍ତାବ

45

ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ବିରୋଧରେ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ବ୍ରିଟେନ ଓ ଫ୍ରାନ୍ସ ଜୈସ-ଏ- ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀକୁ ବିରୋଧ କରିଆସଛନ୍ତି । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ ବ୍ରିଟେନ ଓ ଫ୍ରାନ୍ସ ସହ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନକୁ କଳା ତାଲିକାରେ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଭାରତ ମଧ୍ୟ ଏମାନଙ୍କ ସହ ହାତ ମିଳାଇଛି । ପାକିସ୍ତାନ ଦ୍ୱାର ପରିଚାଳିତ ଜୈଶ-ଏ-ମହମ୍ମଦ ଜାମ୍ମୁଓ କାଶ୍ମୀର ପୁଲୱାମା ଜିଲ୍ଲାରେ ସେନା ଉପରକୁ ଆକ୍ରମଣ କରିଥିଲା । ଯାହାଦ୍ମାରା ୪୦ ଜଣ ଭାରତୀୟ ସେନା ସହିଦ ହୋଇଥିଲେ ।

https://www.onakhabar.com/2-terrorist-dead-in-jammu/