OnaKhabar

ଜାଣନ୍ତୁ ଆଜିର ରାଶିଫଳ…

65

ମେଷ:ଆଜି ଆପଣଙ୍କ ସହିତ ସବୁକିଛି ଭଲ ହିଁ ହେବ । ଆପଣଙ୍କ କାମରେ ସନ୍ତାନଙ୍କ ସହଯୋଗ ରହିବ । କୌଣସି ନୂଆ କାମରେ ଯୋଜନା କରିପାରନ୍ତି । ଆଜି ଆପଣଙ୍କ କାରବାରରେ ଫାଇଦା ହୋଇପାରେ । ଜୀବନସାଥୀଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି ।
ବୃଷ: ଆଜି ଦିନଟି ଆପଣଙ୍କର ଖଟା ମିଠା ଭରା ରହିବ । କିଛି କଠିନ ପରୀିସ୍ଥିତି ସମ୍ନାକୁ ଆସିପାରେ । ଆପଣଙ୍କ କାର୍ଯ୍ୟସୁଚିରେ ପରିବର୍ତ୍ତନ କରିପାରନ୍ତି୍ୱିତ୍ରଙ୍କ ସହଯୋଗ ପ୍ରାପ୍ତ କରିପାରିବେ ।ଛାତ୍ରଛାତ୍ରୀଙ୍କ କିଛି ନୂଆ ମୋଡ ଆସିପାରେ
ମିଥୁନ:ସମୟ ଅନୁକୁଳ ରହିଛି ଯାହାବି କାମ କରିବେ ସବୁ ସଫଳ ହେବ । ସ୍ଥିତି ଆପଣଙ୍କ ଅନୁସାରେ ବଦଳି ଯିବ । ଆର୍ଥିକ ସ୍ଥିତି ପୁର୍ବ ଅପେକ୍ଷା ମଜଭୁତ ହେବ ।ପାରିକ ଜୀବନରେ ଖୁସି ମାହଲବଜାୟ ରହିବ ।
କର୍କଟ: ଆଜି ଆପଣଙ୍କର ଆତ୍ମବିଶ୍ୱାସ ଉଚ୍ଚା ରହିବ । ବେପାର ଉଦ୍ୟୋଗରେ ଠିକ ସମୟରେ ସଠିକ ନିର୍ଣ୍ଣୟ ହେବ ।ଆଜି ଆପଣଙ୍କ ବନ୍ଧୁଙ୍କ ଗହଣରେ ସମ୍ମାନ ବଢିପାରେ । ଠିକାଦାରୀ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ ।
ସିଂହ: ଧୈର୍ଯ୍ୟ ଓ ସାହସର ସହିତ ଆଗକୁ ବଢିବେ । ଆପଣ ନିଜ ଯୋଜଜନାରେ ଲୋକଙ୍କୁ ସହମତ କରାଇବେ ।ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ । ଆଜି ଆପଣଙ୍କ ସହଧର୍ମିଣୀ ସହ କିଛି ବ୍ୟକ୍ତଗତ ସମୟ ବିତେଇବେ ।
କନ୍ୟା: ଆଜି ଅର୍ଥଲାଭ ପାଇଁ ଶୁଭ ଦିନ ଅଟେ ।ବେପାର ବୃତ୍ତିରୁ ପୁରା ଲାଭ ମିଳିବାର ଯୋଗ ରହିଛି । ସାମାଜିକ ଲାଭରେ ଆପଣଙ୍କ ଭୁମିକା ପ୍ରତିଷ୍ଟା ବଢିବ ।କୌଣସି ନୂଆ ନିର୍ମାଣ କାମ ପାଇଁ ଯୋଜନା କରିପାରନ୍ତି ।
ତୁଳା:ଦିନଟି ଆପଣଙ୍କ ଲାଗି ବଢିଆ ରହିବ । ଭାଗ୍ୟ ଆପଣଙ୍କ ସହିତ ପାଦ ମିଶାଇ ଚାଲିବ । ସରକାରୀ ଚାକିରୀ ଥିବା ବ୍ୟକ୍ତି ବିଶେଷ କୌଣସି କାମରେ ପ୍ରୋତ୍ସାହନ ପାଇପାରନ୍ତି । ଆପଣଙ୍କ ଜୀବନରେ କୌଣସି କାମରେ ପ୍ରେତ୍ସାହନ ପାଇପାରନ୍ତି । ଆପଣଙ୍କ ଜୀବନରେ କୌଣସି ପ୍ରେମ ସମ୍ବନ୍ଧ ଆରମ୍ଭ ହୋଇପାରେ ।
ବିଛା:ପୂଜା ପାଠରେ ଅଧିକ ସମଅ ଅତିବାହିତ କରିବେ ।ନୂଆ ସକାରାତ୍ମକ ଉର୍ଜା ଅନୁଭବ କରିବ୍ୱେିତ୍ରଙ୍କ ସହିତ ସମ୍ବନ୍ଧ ବୂର୍ବ ଅପେକ୍ଷା ବଢିଆ ହେବ । ଯାହାବି କାମ କରିବେ ନିଶ୍ଚିତ ସଫଳତା ପାଇବେ । ବ୍ୟବସାୟୀଙ୍କୁ ଅଚାନକ ଧନଲାଭକ ହେବ ।
ଧନୁ:ପୁରୁଣା ଚିନ୍ତା ଆଜି ସମାପ୍ତ ହୋଇପାରେ ।ଆଜି ଯେଉଁମାନେ ଲୁହା ବେପାର କରୁଥିବେ ସେମାନଙ୍କ ପାଇଁ ଦିନଟି ଭଲ ରହିବ ।ବାଟରେ ପୁରୁଣା ମିତ୍ରଙ୍କ ସହିତ ଭେଟ ହୋଇପାରେ । ଛାତ୍ରଙ୍କ ପାଇଁ ଦିନଟି ଭଲ ରହିପାରେ ।
ମକର: ଆଜି ଆପଣଙ୍କ ପୁରୁଣା କଥାକୁ ନେଇ ସଂନ୍ଦେହରେ ରହିବେ । ତର୍କବିତର୍କ ଓ ସମସ୍ୟା ଠାରୁ ଦୂରରେ ରୁହନ୍ତୁ ।ବ୍ୟବସାୟୀକ କାମରେ ଦୂର ଯାତ୍ରା କରିପାରନ୍ତି ।ପାରିବାରିକ ଜୀବନ ସୁଖମୟ ରହିବ । ଅୟକୁ ଦେଖି ବେୟ କରିବେ ।
କୁମ୍ଭ:ଆଜି ଆପଣଙ୍କର ବଡରୁ ବଡ କାମ ହୋଇପାରେ ମନରେ ପ୍ରସନ୍ନତା ବଜାୟ ରହିବ ।ଆମଦାନିରେ ଅଚାନକ ବୃଦ୍ଧି ହୋଇପାରେ । ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ । ଅଫିସରେ ଅଧିକାରୀବର୍ଗଙ୍କ ସହାୟତା ମିଳିବ ।
ମୀନ: ଆଜି ଆପଣଙ୍କୁ ଅନ୍ୟ ମାନଙ୍କ ସାହାଯ୍ୟ ସହଯୋଗ ପାଇବେ । ଆଜି ଆପଣଙ୍କ ଭାଗ୍ୟର ଦ୍ୱାର ଖୋଲିପାରେ ।ଆଜି ଆପଣଙ୍କୁ କୌଣସି ମହତ୍ତ୍ୱପୁର୍ଣ୍ଣ ସୂଚନା ମିଳିପାରେ । ନୂଆ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହେବ । ପୁଞ୍ଜି ବଜାରରେ ଅର୍ଥନିବେଶ କରନ୍ତୁ,ଭବିଷ୍ୟତରେ ଯଥେଷ୍ଠ ଲାଭ ମିଳିବ ।