OnaKhabar

ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇମ୍ରାନ ଖାନ ଆହତ

80

ଭଞ୍ଜନଗର: ଭଞ୍ଜନଗରରେ ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଦୀ ମହମ୍ମଦ ଇମ୍ରାନ ଖାନ ଆହତ ହୋଇଛନ୍ତି । ଗଣ୍ଡିଶୁଳା ନିକଟରେ ଇମ୍ରାନ ଓ ପୁଲିସ ମଧ୍ୟରେ ପରସ୍ପର ଉପରକୁ ଗୁଳି ମିନିୟମ କରିଥିଲେ । ଏଥିରେ ଇମ୍ରାନର ଦୁଇଗ ଗୋଡ଼ରେ ଦୁଇ ରାଉଣ୍ଡ ଗୁଳି ମାଜିବାରୁ ସେ ଟଳିପଡ଼ିଥିଲା । ସଙ୍ଗେ ସଙ୍ଗେ ତାକୁ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡିକାଲକୁ ନିଆଯାଇଛି । ତା ନିକଟରୁ ପୁଲିସ ୫ଟି ଗୁଳି, ପିସ୍ତଲ ଓ ବାଇକ ଜବତ କରିଛି । ୭ ତାରିଖରେ ଘଟିଥିବା ସିରିଜ ବୋମା ବିସ୍ଫୋରଣରେ ସେ ମାଷ୍ଟର ମାଇଣ୍ଡ ଥିବା ଜଣାପଡ଼ିଛି ।

https://www.onakhabar.com/raod-accident-husband-dead-and-wife-sivior-injuired/