OnaKhabar

କାଶ୍ମୀରରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ: ୧୨ ଯବାନ ସହିଦ, ୧୦ ଗୁରୁତର

0 17

ଶ୍ରୀନଗର: ଆଜି କାଶ୍ମୀରରେ ସିଆରପିଏଫ ଯବାନଙ୍କୁ ଉପରକୁ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଜୈସି ଆତଙ୍କୀ ସଙ୍ଗଠନ ଏହି କାଣ୍ଡ ଘଟାଇଥିବା ନେଇ ଦାବି କରିଛି । ଏଥିରେ ୧୨ ଜଣ ଯବାନ ସହିଦ ହୋଇଥିବା ବେଳେ ୪୦ଜଣ ଆହତଙ୍କ ହୋଇଛି ଏମାନଙ୍କ ମଧ୍ୟରୁ ୧୦ ଜଣ ଅବସ୍ଥା ଗୁରୁତର ବୋଲି ଜଣାପଡ଼ିଛି ।
ଶ୍ରୀନଗରର-ଜାମ୍ମୁ ରାଜପଥର ଅବନ୍ତିପୋରା ନିକଟରେ ଏହି ଆତଙ୍କୀ ସିଆରପିଏଫ ଯବାନଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ପରେ ଦକ୍ଷିଣ କାଶ୍ମୀରର ଅନେକ ଅଂଚରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ହାଇ ଆଲର୍ଟ ଜାରି କରାଯାଇଛି । ଘରେ ପରେ ସୁରକ୍ଷାକର୍ମୀମାନେ ଅଧିକ ସଂଖ୍ୟାରେ ପହଂଚି ସମ୍ପୃକ୍ତ ଅଂଚଳକୁ ଘେରାଉ କରି ଯାଞ୍ଚ ଚଳାଇଛନ୍ତି ।

https://www.onakhabar.com/raod-accident-husband-dead-and-wife-sivior-injuired/

Leave A Reply

Your email address will not be published.