OnaKhabar

ଅଗ୍ନିକାଣ୍ଡ ଘଟି ଜଳିଗଲା ୭ ବଖରା ଘର ସହ ୩ଟି ଗୋରୁ ଜୀବନ୍ତ ଦଗ୍ଧ

0 5

ଭଦ୍ରକ: ଅଗ୍ନିକାଣ୍ଡ ଘଟି ୭ ବଖରା ଘର ସହ ୩ ଗୋରୁ ଜୀବନ୍ତ ପୋଡ଼ି ହୋଇ ମରିଯାଇଛନ୍ତି । ଏହି ଅଗ୍ନିକାଣ୍ଡରେ ୩ଟି ପରିବାର ସର୍ବସ୍ୱାନ୍ତ ହୋଇଛନ୍ତି । ଘଟଣା ଘଟିଛି ଭଦ୍ରକ ସହଦର ବ୍ଲକ ସାହାଡ଼ା ପଞ୍ଚାୟତ ଧର୍ମଶାସନ ଗାଁରେ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁସ ହୋଇଯାଇଛି । କିନ୍ତୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ । ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆହତ୍ତ କରିଥିଲା ।

https://www.onakhabar.com/man-allegedly-killed-his-six-years-old-daughter-in-bargarh/

Leave A Reply

Your email address will not be published.