OnaKhabar

ଲଜ୍ଜ୍ୟର ସୀମା ଟପିଲା ଦୁର୍ବୁତ୍ତ, ଦୁଇଟି ଛୁଆର ବାପ ହୋଇ ସାତ ବର୍ଷର ଶିଶୁ ସହ କଲା ଦୁଷ୍କର୍ମ, ପଢନ୍ତୁ ପୂରା ଖବର…

0 16

ମୟୂରଭଞ୍ଜ: ପୁଣି ରାଜ୍ୟରେ ଲଜ୍ଜ୍ୟର ଘଟଣା ସାମନାକୁ ଆସିଛି | ଜଣେ ବିବାହିତ ପୁରୁଷ ତଥା ଦୁଇଟି ଛୁଆର ବାପ ଜଣେ ସାତ ବର୍ଷିୟ ଶିଶୁ ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି | ଏପରି ଲଜ୍ଜ୍ୟଜନକ ଘଟଣା ସାମନାକୁ ଆସିଛି ମୟୁରଭଞ୍ଜ ବଇସିଂହା ଥାନା ଅଞ୍ଚଳରେ | ଦୁଷ୍କର୍ମକାରୀ ଜଣଙ୍କ ହେଉଛି ଲିପା ମାରାଣ୍ଡି । ଏହି ଦୁଷ୍କର୍ମ ଘଟଣା ବିଷୟରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଶିଶୁଟିର ଅବସ୍ଥା ଗୁରୁତର ଥିବା ବେଳେ ସେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଥିବାର ଜଣା ପଡିଛି | ତେବେ ଜଣେ ବିବାହିତ ହେବା ସହ ଦୁଇଟି ଛୁଆର ବାପ ହୋଇଥିଲେ ମଧ୍ୟ କିପରି ନିଜ ଛୁଆ ବଯସର ପିଲା ସହ ଏପରି ନିନ୍ଦନୀୟ କାଣ୍ଡ କରିପାରେ ତାହାକୁ ନେଇ ସାଧାରଣ ପ୍ରଶ୍ନ ଉଠୁଛି |

https://www.onakhabar.com/minor-girl-and-her-family-file-police-case-after-boy-friend-posts-video-of-intimate-moments-on-social-media/

 

Leave A Reply

Your email address will not be published.