OnaKhabar

କ୍ୟାବିନେଟ ପକ୍ଷରୁ ସୂଚନା, ମିଶିବ ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ

0 14

ଭୁବନେଶ୍ୱର: ଆଜି କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଏକ ବଡ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇତିବାର ସୂଚନା ମିଳିଛି | ତିନୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ପ୍ରସ୍ତାବକୁ ଆଜି ମଞ୍ଜୁରୀ ମିଳିଛି | ସେଗୁଡିକ ହେଲା ବ୍ୟାଙ୍କ ଅଫ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ | ତେବେ ବ୍ୟାଙ୍କ ଅଫ ବରୋଦା ସହ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ ମିଶିବ ବୋଲି କ୍ୟାବିନେଟ ପକ୍ଷରୁ ଗ୍ରୀନସିଗନାଲ ମଳିଥିବାର ସୂଚନା ମିଳିଛି |

https://www.onakhabar.com/bank-closed-for-3-days/

 

Leave A Reply

Your email address will not be published.