OnaKhabar

କେଉଁ ରାଶିଲୋକଙ୍କ ପାଇଁ ନୂଆବର୍ଷ ଅତି ଶୁଭଙ୍କର ଜାଣିନିଅନ୍ତୁ ଏହି ଖବରରୁ….

0 25

ଭୁବନେଶ୍ୱର: ଆଉ ଆଠ ଦିନ ପରେ ନୂଆବର୍ଷ | ନୂଆବର୍ଷକୁ ନେଇ ସମସ୍ତେ ଅନେକ କିଛି ଯୋଜନା କରୁଥିବାଲା ବେଳେ ଏନେକ ଆଗାମୀ ନୂତନ ବର୍ଷ କିପରି ହେ ଏବଂ କେତେ ଖୁସିୁ ଆଣିବ ଏଥିନେଇ ଉତ୍ସୁକଥିବା ବାରି ହେଉଛି | ତେବେ ଚାଲନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ମୁତାବକ କେଉଁ ରାଶିର ଲୋକଙ୍କ ପାଇଁ ଏହି ବର୍ଷ ସୁଊ ଏବଂ କାହିଁକି ….
ଶାସ୍ତ୍ରବିତ୍‌ଙ୍କ ଆକଳନ ମୁତାବିକ୍‌ ରାଶିଚକ୍ରର ୩ଟି ରାଶିର ଲୋକଙ୍କ ପାଇଁ ଶୌଭାଗ୍ୟଶାଳୀ ହେବ ନୂଆବର୍ଷ ୨୦୧୯ – ୨୦୧୮ ତୁଳନାରେ ୨୦୧୯ ସମସ୍ତ ରାଶିଗୁଡ଼ିକୁ ଭଲ ଫଳ ପ୍ରଦାନ କରୁଛି । ତେଣୁ ସବୁ ରାଶିର ଲୋକେ ନିଶ୍ଚିନ୍ତ ହୋଇ ଯାଆନ୍ତୁ । ଏହି ସମୟରେ ଆପଣଙ୍କ ଭାଗ୍ୟୋଦୟ ହେଉଛି । ସମସ୍ତ ରାଶିଗୁଡିକ ପାଇଁ ଏବେଠୁ ସକରାତ୍ମକ ସଂକେତ ମିଳିଥିବା ବେଳେ କନ୍ୟା, ବିଛା ଏବଂ ଧନୁ ରାଶିର ଲୋକମାନଙ୍କ ପାଇଁ ଅଧିକ ଭଲ ବୋଲି ଶାସ୍ତ୍ରବିତ୍‌ଙ୍କ ମତ । ଏହି ରାଶିର ଲୋକମାନେ ଆସନ୍ତା ବର୍ଷ ସଫଳତା ହାସଲ କରିବେ । ୨୦୧୯ ଆପଣମାନଙ୍କ ପାଇଁ ଭାଗ୍ୟଶାଳୀ ହେବ । ଆସନ୍ତା ବର୍ଷ ଆପଣ ଅନେକ ବଡ଼ ପ୍ରକଳ୍ପରେ କାମ କରିପାରନ୍ତି ।
ବିଛା ରାଶି- ଆପଣଙ୍କ ପାଇଁ ଆଗାମୀ ବର୍ଷଟି ବହୁତ ଭଲ । ଅଟକି ଯାଇଥିବା ଅନେକ କାମ ଆଗାମୀ ବର୍ଷ ପୂର୍ଣ୍ଣ ହେବ । ଆପଣ କିଛି ବଡ଼ ସଫଳତା ହାସଲ କରିପାରନ୍ତି ।
କନ୍ୟା ରାଶି- ଏହି ରାଶିର ଲୋକମାନଙ୍କ ପାଇଁ ଆଗାମି ବର୍ଷ ଅତ୍ୟନ୍ତ ଆନନ୍ଦମୟ ହେବ । ବହୁଦିନ ଧରି ମନରେ ସଞ୍ଚିଥିବା ଆଶାଟି ୨୦୧୯ ପୂରଣ କରିଦେବ । ଆପଣଙ୍କୁ ପରିଶ୍ରମର ଫଳ ତୁରନ୍ତ ମିଳିବ ।

 

Leave A Reply

Your email address will not be published.