OnaKhabar

ଜେଇଇ ମେନ ପାଇଁ ତାରିଖ ଘୋଷଣା

62

ଭୁବନେଶ୍ବର: ଆଜି ଜେଇଇ ମେନ ପାଇଁ ତାରିଖ ଘୋଷଣା କରାଯାଇଥିବାର ସୂଚନା ମିଳିଛି | 2ଟି ପର୍ଯ୍ୟାୟରେ ଜେଇଇ ମେନ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି | ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ 6ରୁ20 ତାରିଖରେ ପରୀକ୍ଷା ହେବାକୁ ଥିବାବେଳେ ଏପ୍ରିଲ 6ରୁ 20 ତାରିଖ ଯାଏଁ ଦ୍ୱିତୀୟ ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ସୂଚନା ମିଳିଛି | ପରୀକ୍ଷା ନେଇ ଓଜେଇଇ ସେଲ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି | ପ୍ରଥମ ଥର ପାଇଁ ଏନଟିଏ ପରୀକ୍ଷା ପରିଚାଳନା କରିବ ବୋଲି ପ୍ରକାଶ ପାଉଛି |

https://www.onakhabar.com/odia-girl-students-simadri-gets-pm-fellowship/