OnaKhabar

ଡିସେମ୍ବର 13ରୁ ଯୁକ୍ତ ଦୁଇ ଫର୍ମ ପୂରଣ ଆରମ୍ଭ

0 1

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସନ୍ତା 13ତାରିଖରୁ ଫର୍ମ ପୂରଣ ଆରମ୍ଭ ହେଉଛି ବୋଲି ସୂଚନା ମିଳିଛି | ସମସ୍ତ ବିଜ୍ଞାନ, ବାଣିଜ୍ୟ, କଳା ଛାତ୍ରଛାତ୍ରୀ ମାନେ 15 ଯାଏଁ ଫର୍ମ ପୂରଣ କରିପାରିବେ | ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି |

 

Leave A Reply

Your email address will not be published.