ନାବାଳିକା ଦୁଷ୍କର୍ମୀଙ୍କୁ ୨୦ବର୍ଷ ଜେଲ

ଭୁବନେଶ୍ୱର: ବଲାଙ୍ଗୀର ନାବାଳିକା ଦୁଷ୍କର୍ମ ମାମଲାରେ ୨ ଦୋଷୀଙ୍କୁ ଦଣ୍ଡାଦେଶ । ୨ଜଣଙ୍କୁ ୨୦ବର୍ଷ ଲେଖାଁଏ ଜେଲ ଦଣ୍ଡ ଦେଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ଦୋଷୀ ଅଭିଳାଷ ବରିହା ଏବଂ ପ୍ରମୋଦ ବରିହାଙ୍କୁ ଦଣ୍ଡାଦେଶ । ପୀଡିତାଙ୍କୁ ୪ଲକ୍ଷ କ୍ଷତିପୂରଣ ଦେବାକୁ ଜିଲ୍ଲା ଅ୍ଧବନ ପ୍ରାଧିକରଣକୁ ନିର୍ଦ୍ଦେଶ । ସିନ୍ଧେଇକେଲା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ହୋଇଥିଲା ।