ଶିଶୁକନ୍ୟା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌

ଫୁଲବାଣୀ: ଦିନକୁ ଦିନ ଅପରାଧର ମାମଲା ବଢିବାରେ ଲାଗିଛି । ଜଣେ ଅଭିଯୁକ୍ତ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ନୃଶଂସ ଖବର ସାମ୍ନାକୁ ଆସିଛି ।୨୦୨୦ରେ ଜି. ଉଦୟଗିରି ଥାନାଞ୍ଚଳରେ ଦୁଷ୍କର୍ମ ହୋଇଥିଲା । ଶିଶୁକନ୍ୟା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍ । ଦୋଷୀ ଅନଙ୍ଗ ନାୟକଙ୍କୁ ଜେଲ ସହ ୨୦ ହଜାର ଟଙ୍କା ମଧ୍ୟ ଜରିମାନା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଘୃଣ୍ୟ କାମ ପାଇଁ ଯୁବକଙ୍କୁ ଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ … Continue reading ଶିଶୁକନ୍ୟା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌