40.1 C
Bhubaneswar
Thursday, April 25, 2024
Homeଅପରାଧ୨୦ କୁକୁରଙ୍କୁ ବିଷ ଦେଇ ହତ୍ୟା

୨୦ କୁକୁରଙ୍କୁ ବିଷ ଦେଇ ହତ୍ୟା

ଚୌଦ୍ୱାର: କଟକ ଚୌଦ୍ୱାର ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେଠାରେ ଜଣେ ଜଳଖିଆ ଦୋକାନୀର ବର୍ବରକାଣ୍ଡ ଦେଖିବାକୁ ମିଳିଛି । ଜଳଖିଆ ଦୋକାନୀ ୫ ଦିନରେ ହତ୍ୟା କଲେଣି ୨୦ କୁକୁର । ଶଙ୍କରପୁର ଗାଁ ରେ କୁକୁରଙ୍କୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ସ୍ଥାନୀୟ ଅଂଚଳରୁ ୧୦ କୁକୁରଙ୍କ ମୃତଦେହ ଉଦ୍ଧାର ହୋଇଛି । ୧୦ କୁକୁରଙ୍କ ମୃତଦେହ ଉଦ୍ଧାର ପରେ ଥାନାରେ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking