୨ ବାଘ ଛାଲ ଜବତ: ୨ ଗିରଫ

ଭୁବନେଶ୍ୱର: ରାୟଗଡାରୁ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢାଉ କରି ଧରିଲା ପୋଲିସ । ରାୟଗଡା ଚାନ୍ଦିଲି ଥାନା ତାମ୍ପରବିଦୁନି ଛକରେ ଡିଲ୍ ବେଳେ ଧରିଲେ ପୋଲିସ । ଭୁବନେଶ୍ୱରରେ ପହଂଚିଲା ସହିଦ ଯବାନଙ୍କ ପାର୍ଥିବ ଶରୀର