ଜଗତସିଂହପୁରରୁ ୨ ସନ୍ଦିଗ୍ଧ ବାଂଲାଦେଶୀ ଗିରଫ
ଜଗତସିଂହପୁର: ଜଗତସିଂହପୁରରୁ ୨ ସନ୍ଦିଗ୍ଧ ବାଂଲାଦେଶୀ ଗିରଫ। ସଦର ଥାନା ଅନ୍ତର୍ଗତ ବହେରାମପୁର ବସ୍ତିରେ ପୋଲିସ ଚଢାଉ କରି ଦୁଇ ବାଂଲାଦେଶୀ ମହିଳାଙ୍କୁ ଗିରଫ କରିଛି। ଚଢାଉ ସମୟରେ ଏକ ବନ୍ଧୁକ ସମେତ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି। ଗୋଇନ୍ଦା ସୂଚନା ଆଧାରରେ ପୋଲିସ ଏହି ଚଢାଉ କରିଥିଲା। ଚଢାଉକାରୀ ଦଳ ପରିସରରେ ପ୍ରବେଶ କରିବାକୁ ଚେଷ୍ଟା କରିବା ସମୟରେ ଏକ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ଯୋଗୁଁ ଜଣେ ମହିଳା ପୋଲିସ କନଷ୍ଟେବଳ ଆହତ … Continue reading ଜଗତସିଂହପୁରରୁ ୨ ସନ୍ଦିଗ୍ଧ ବାଂଲାଦେଶୀ ଗିରଫ
Copy and paste this URL into your WordPress site to embed
Copy and paste this code into your site to embed