+୨ ଛାତ୍ରୀଙ୍କୁ ମାରି ଫିଙ୍ଗିଦେଲେ !

ଢେଙ୍କାନାଳ : +୨  ପ୍ରଥମବର୍ଷ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ସଦର ଥାନା ମଜୁରୀ ଛକ ନିକଟ ବୁଦା ମୂଳରୁ ମୃତଦେହ ଉଦ୍ଧାର । କାଲିଠୁ କୋଚିଂ ସେଣ୍ଟର ଆସି ଘରକୁ ଫେରି ନଥିଲେ ସମ୍ପୃକ୍ତ ଛାତ୍ରୀ । ବହୁ ଖୋଜାଖୋଜି ପରେ ଥାନାରେ ଏତଲା ଦେଇଥିଲେ ପରିବାର । ଶ୍ୱଶୁର ଘରୁ ଗର୍ଭବତୀ ବୋହୂର ଝୁଲନ୍ତା ମୃତ ଦେହ ଉଦ୍ଧାର