ମେ ଶେଷ ସୁଦ୍ଧା +୨ ରେଜଲ୍ଟ

ଭୁବନେଶ୍ୱର: ମେ ମାସ ଶେଷ ସୁଦ୍ଧା ପ୍ରକାଶ ପାଇପାରେ +୨ ରେଜଲ୍ଟ । କାଲିଠାରୁ ଖାତାଦେଖା ଆରମ୍ଭ ହୋଇ ମେ ୭ରେ ସରିବ । ଖାତା ଦେଖା ସରିବା ପରେ ଟାବୁଲେସନ ପ୍ରକ୍ରିୟା ଆରମ୍ଭ ହେବ । ତେଣୁ ମେ ଶେଷ ସୁଦ୍ଧା ରେଜଲ୍ଟ ବାହାରିବାର ସମ୍ଭାବନା ରହିଛି । ନୁଡୁଲ୍ସ ଖାଉଥିଲେ ହୋଇଯାଆନ୍ତୁ ସାବଧାନ୍…..