30.1 C
Bhubaneswar
Wednesday, April 24, 2024
Homeଓଡିଶାଅଗଷ୍ଟ ୧୨ ରେ ପ୍ରକାଶ ପାଇବ +୨ ବିଜ୍ଞାନ ଫଳ

ଅଗଷ୍ଟ ୧୨ ରେ ପ୍ରକାଶ ପାଇବ +୨ ବିଜ୍ଞାନ ଫଳ

ଭୁବନେଶ୍ଵର: କରୋନା ଭାଇରସ୍ ଯୋଗୁଁ ପାଠପଢା ସହ ଖାତାଦେଖାରେ ଅଧିକ ପ୍ରଭାବ ପଡୁଛି । କିନ୍ତୁ ଏହାି ମଧ୍ୟରେ ଖାତାଦେଖା ଜାରି ରହିଛି । ଅଗଷ୍ଟ ୧୨ ତାରିଖରେ +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନ ୧୨ଟା ୩୦ରେ +୨ ବିଜ୍ଞାନ ପରୀକ୍ଷା ରେଜଲ୍ଟ ବାହାରିବ । ଏହା ସହ ଅଗଷ୍ଟ ତୃତୀୟ ସପ୍ତାହରରେ +୨ ବାଣିଜ୍ୟ ଫଳ ପ୍ରକାଶ ପାଇବ । ଅଗଷ୍ଟ ଶେଷ ସୁଦ୍ଧା +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking