37.1 C
Bhubaneswar
Thursday, March 28, 2024
Homeଓଡିଶା୨ ଗଣଦୁଷ୍କର୍ମୀକୁ ୨୦ ବର୍ଷ ଦଣ୍ଡାଦେଶ

୨ ଗଣଦୁଷ୍କର୍ମୀକୁ ୨୦ ବର୍ଷ ଦଣ୍ଡାଦେଶ

ବାରିପଦା: ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଦୋଷୀଙ୍କୁ ୨୦ ବର୍ଷ ସଜା ଶୁଣାଇଲା କୋର୍ଟ । ୨୦୧୬ରେ ବିଶୋଇ ଥାନା ଅଂଚଳରେ ଗଣଦୁଷ୍କର୍ମ ପାଇଁ ଦଣ୍ଡାଦେଶ ମିଳିଥିବା ସୂଚନା । ଦୋଷୀ ମାଷ୍ଟର ହେମ୍ବ୍ରମ୍ ଓ ତପନ ମୁର୍ମୁଙ୍କୁ ଜେଲ୍ ସହ ଜରିମାନା ଦେବାକୁ ଦଣ୍ଡାଦେଶ ମିଳିଥିବା ସୂଚନା । ଦଣ୍ଡାଦେଶ ଶୁଣାଇଲେ ବାରିପଦା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ।

ମର୍ମନ୍ତୁଦ ଦୁର୍ଘଟଣା ; ୧୦ ମୃତ, ଅନେକ ଆହତ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking