38.1 C
Bhubaneswar
Saturday, April 20, 2024
Homeଓଡିଶାକେନ୍ଦୁଝରରେ ଆଉ ଦୁଇ କରୋନା ପଜେଟିଭ

କେନ୍ଦୁଝରରେ ଆଉ ଦୁଇ କରୋନା ପଜେଟିଭ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଆଜି ଆଉ ଦୁଇ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଦୁଇ ଜଣ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ଛୁଆଳିଆ ଗାଁର ଓ ଧନୁର୍ଜୟପୁର ପଞ୍ଚାୟତର ଫୁଲଝର ଗାଁର ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୪୩୯ରେ ପହଂଚିଛି । ସେମାନେ ମଧ୍ୟ ସୁରତ ଫେରନ୍ତା ବୋଲି ସୂଚନା ମିଳିଛି । ତେବେ ଆଜି ସକାଳେ ମଧ୍ୟ ୨୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଆଜି ଗୋଟିଏ ଦିନରେ ୨୫ ଜଣ କରୋନା ରୋଗୀ ଚିହ୍ନଟ ହେଲେଣି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।
https://onakhabar.com/2020/05/12/23-corona-positive-identified-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking