ନିର୍ବନ୍ଧ ପୂର୍ବରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ପାରାଦୀପ : ନିର୍ବନ୍ଧ ହେବା ପୂର୍ବରୁ ପ୍ରେମୀଯୁଗଳଙ୍କ ମୃତଦେହ ନିକଟସ୍ଥ ଏକ ଜଙ୍ଗଲିଆ ସ୍ଥାନରୁ ଠାବ କରାଯିବା ଘଟଣା କୁଜଙ୍ଗ ଅଞ୍ଚଳରେ ଚାଂଚଲ୍ୟ ସୃ‌ଷ୍ଟି କରିଛି। ଉଭୟଙ୍କ ଦେହରେ କ୍ଷତଚିହ୍ନ ରହିଥିବା କାରଣରୁ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, କୁଜଙ୍ଗ ଥାନା ଦୁଆଡ଼ିଆ ଗ୍ରାମର ପାଣ୍ତବ ଦାସଙ୍କ ଝିଅ ବେବିନା(୨୭)ଙ୍କର ଗଡ଼ରୋମିତ ଗ୍ରାମରେ ବିବାହ ସ୍ଥିର ହୋଇଥିଲା। ଆଜି ତାଙ୍କର ନିର୍ବନ୍ଧ ହୋଇଥାନ୍ତା। ମାତ୍ର ଗତକାଲି … Continue reading ନିର୍ବନ୍ଧ ପୂର୍ବରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର