ଝାଡ଼ାବାନ୍ତିରେ ଗଲାଣି ୨ ଜୀବନ

ପୁରୀ : ପୁରୀ ସହରରେ ବ୍ୟାପିଛି ଝାଡ଼ାବାନ୍ତି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପୁରୀରେ ଗଲାଣି ୨ ଜୀବନ । ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁଯାୟୀ, ପୁରୀର ବାଲି ସାହି, ରେଡକ୍ରସ୍ ରୋଡ୍ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ମୃତକଦ୍ୱୟ ହେଲେ ଦାମୋଦର ପଣ୍ଡା,ପୂର୍ଣ୍ଣବାସୀ ମଠର ମାତା ମା’ । ଏଥିସହ ଘରେ ଘରେ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ଜଣଙ୍କ … Continue reading ଝାଡ଼ାବାନ୍ତିରେ ଗଲାଣି ୨ ଜୀବନ