34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୨ ଯବାନ୍‌ ସହିଦ୍

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୨ ଯବାନ୍‌ ସହିଦ୍

ମାଲକାନଗିରି : ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୨ ଯବାନ୍‌ ସହିଦ୍‌। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ମାଓବାଦୀଙ୍କ ହିଂସାକାଣ୍ଡରେ ୨ଜଣ ଯବାନ ସହିଦ୍‌ ହୋଇଛନ୍ତି ଜଣେ ଗୁରୁତର ଆହତ ହୋଇଛନ୍ତି। ଆଇଟିବିପିର 53ତମ ବାଟାଲିୟନର ଯବାନ୍‌ ସୋନେପୁର ପୋଲିସ ଷ୍ଟେସନ ଅଞ୍ଚଳରେ ମାଓ ଦମନ ଅପରେସନ୍‌ରେ ଯାଇଥିବାବେଳେ ବିସ୍ଫୋରଣ ହୋଇଥିଲା। ସହିଦ୍‌ ଯବାନ ୨ଜଣ ଆଇଟିବିପିର ଏଲ୍‌ ବାଲାଚନ୍ଦ୍ର ଓ DRG ଯବାନ୍‌ କାନକର ଉସେଣ୍ଡି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking