33.1 C
Bhubaneswar
Thursday, April 25, 2024
Homeଓଡିଶା+୨ ପ୍ରଥମ ବର୍ଷ ପିଲାଙ୍କ ପାଇଁ ଇଣ୍ଡକସନ୍ କ୍ଲାସ୍‌

+୨ ପ୍ରଥମ ବର୍ଷ ପିଲାଙ୍କ ପାଇଁ ଇଣ୍ଡକସନ୍ କ୍ଲାସ୍‌

ଭୁବନେଶ୍ୱର : +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଡକସନ୍ କ୍ଲାସ୍ ନେଇ ଚିଠି । ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷକଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଚିଠି । ଆସନ୍ତା ୨୨ରୁ ୨୪ ତାରିଖ ଯାଏଁ ବିଦ୍ୟାଳୟରେ ଇଣ୍ଡକସନ୍ କ୍ଲାସ୍ କରିବାକୁ ଚିଠି ହୋଇଛି । ଇଣ୍ଡକସନ୍ କ୍ଲାସ୍‌ରେ ନିର୍ଦ୍ଦିଷ୍ଟ ବିଷୟ ଉପରେ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ସ୍ୱାଗତ ସମ୍ଭାଷଣ ସହ ନିଜ ନିଜର ଅନୁଷ୍ଠାନ ସମ୍ବନ୍ଧରେ ପିଲାମାନଙ୍କୁ ଅବଗତ କରିବେ ଅଧ୍ୟକ୍ଷ । ଶିକ୍ଷକମାନେ ପିଲାମାନଙଙ୍କ ଆଗରେ ନିଜ ନିଜକୁ ଉପସ୍ଥାପିତ କରିବେ । ସିଲାବସ୍‌, ପାଠପଢ଼ା ଓ ପରୀକ୍ଷା ସମ୍ବନ୍ଧରେ ମଧ୍ୟ ପିଲାଙ୍କୁ ବୁଝାଇବାକୁ ପରାମର୍ଶ । ନିୟମ କାନୁନ ସହ ର‌୍ୟାଗିଂ ସମ୍ବନ୍ଧରେ ଇଣ୍ଡକସନ୍ କ୍ଲାସ୍‌ରେ ପିଲାମାନଙ୍କୁ କୁହାଯିବ ।

ରାମେଶ୍ୱରମ ଉପକୂଳରୁ ୧୨ ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking