28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗହୀରାକୁଦର ଆଉ ଦୁଇଟି ସୁଇସ ଗେଟ୍ ବନ୍ଦ

ହୀରାକୁଦର ଆଉ ଦୁଇଟି ସୁଇସ ଗେଟ୍ ବନ୍ଦ

ଭୁବନେଶ୍ୱର : ହୀରାକୁଦ ଜଳଭଣ୍ଡାରର ଆଉ ଦୁଇଟି ସୁଇସ ଗେଟ୍ ବନ୍ଦ ହୋଇଛି । ବର୍ତ୍ତମାନ ମୋଟ ୩୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମର ବାମ ପାଖ ସ୍ପିଲୱେର ୨୩ଟି ଓ ଡାହାଣ ପାଖରେ ୧୧ଟି ଗେଟ୍ ଖୋଲା ହୋଇଛି । ଜଳଭଣ୍ଡାରର ସର୍ବୋଚ୍ଚ କ୍ଷମତା ୬୩୦ଫୁଟ୍ ଥିବା ବେଳେ ଜଳସ୍ତର ୬୨୭.୦୮ ଫୁଟ୍ ରହିଛି । ସେହିପରି ପ୍ରତି ସେକେଣ୍ଡରେ ୫ଲକ୍ଷ ୧୬ହଜାର ୨୫୬ ଘନଫୁଟ ଜଳ ପଶୁଛି ଓ ପ୍ରତି ସେକେଣ୍ଡରେ ୫ଲକ୍ଷ ୯୮ହଜାର ୮୪୭ ଘନ ଫୁଟ ଜଳ ବାହାରୁଥିବା ନେଇ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking