37.1 C
Bhubaneswar
Saturday, April 20, 2024
Homeଓଡିଶାଲକ୍ ଡାଉନ୍ ରେ ବି ଚାଲିବ ଯୁକ୍ତ ଦୁଇ ଖାତା ଦେଖା

ଲକ୍ ଡାଉନ୍ ରେ ବି ଚାଲିବ ଯୁକ୍ତ ଦୁଇ ଖାତା ଦେଖା

ଭୁବନେଶ୍ଵର: କରୋନା ସଙ୍କଟ ପାଇଁ ଲାଗୁ ହୋଇଛି ଲକଡାଉନ୍ । କିନ୍ତୁ ଏହି ଲକଡାଉନ ମଧ୍ୟରେ ବି ରାଜ୍ୟରେ +୨ ମୂଲ୍ୟାୟନ ଚାଲିବ । ଏନେଇ ମୂଲ୍ୟାୟନ ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଥିବା ସୂଚନା ମିଳିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଜଣାଇଛି ଗଣଶିକ୍ଷା ବିଭାଗ ।
ତେବେ ମୂଲ୍ୟାୟନ ପାଇଁ ପଦକ୍ଷେପ ନେବାକୁ ସିଏଚଏସଇ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ମୂଲ୍ୟାୟନ ସମୟରେ କରୋନା ମାର୍ଗଦର୍ଶିକା ଅନୁପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking