ଫେବୃଆରୀ ୧୬ରୁ +୨ ପରୀକ୍ଷା ଆରମ୍ଭ; ଜାନୁଆରୀ ୨ରୁ ଆରମ୍ଭ ହେବ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର: ୨୦୨୪ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ, କଳା, ଧନ୍ଦାମୂଳକଶିକ୍ଷା ପରୀକ୍ଷା ଆସନ୍ତା ଫେବୃଆରୀ ୧୬ରୁ ଏବଂ ସମସ୍ତ ଷ୍ଟ୍ରିମର ପ୍ରାକ୍ଟିକାଲ ଜାନୁଆରୀ ୨ରୁ ଆରମ୍ଭ ହେବ ବୋଲି +୨ ପରିଷଦ ପକ୍ଷରୁ ଜଣାପଡିଛି । ରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମପୂରଣ ପ୍ରକ୍ରିୟା ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ନଭେମ୍ବର ୨୯ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଯେଉର୍ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବେ ନାହିଁ ସେମାନଙ୍କ ଲାଗି ୧୦୦ଟଙ୍କା ଜରିମାନାରେ ଫର୍ମ ପୂରଣ ପ୍ରକ୍ରିୟା … Continue reading ଫେବୃଆରୀ ୧୬ରୁ +୨ ପରୀକ୍ଷା ଆରମ୍ଭ; ଜାନୁଆରୀ ୨ରୁ ଆରମ୍ଭ ହେବ ପ୍ରାକ୍ଟିକାଲ ପରୀକ୍ଷା