29.1 C
Bhubaneswar
Wednesday, April 24, 2024
Homeଓଡିଶାନରମିଲା ଉଚ୍ଚ ଶିକ୍ଷା ବିଭାଗ : ବଦଳିବ ସେଣ୍ଟର

ନରମିଲା ଉଚ୍ଚ ଶିକ୍ଷା ବିଭାଗ : ବଦଳିବ ସେଣ୍ଟର

କଟକ: +୨ ପରୀକ୍ଷା କେନ୍ଦ୍ର ଫିକ୍ସିଂ ଅଭିଯୋଗ ପରେ ନରମିଲା ଉଚ୍ଚ ଶିକ୍ଷା ବିଭାଗ । ପ୍ରାୟ ୨୦ଟି ପରୀକ୍ଷା କେନ୍ଦ୍ର ବଦଳାଯିବ କହିଲେ ପରୀକ୍ଷା ନିୟନ୍ତ୍ରକ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ପରିଚାଳନା କମିଟି ମିଟିଂରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଗତ ୭ତାରିଖରେ ପରୀକ୍ଷା କେନ୍ଦ୍ର ଫିକ୍ସିଂ ନେଇ ଅଭିଯୋଗ ପରେ ବଦଳିଲା ନିଷ୍ପତ୍ତି । କମିଟି ସଦସ୍ୟ ସନ୍ତୋଷ ସିଂ ସାଲୁଜା, କିଶୋର ମହାନ୍ତି ଏନେଇ ଅଭିଯୋଗ କରିଥିଲେ । ତେବେ ଏନେଇ ମଧ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଲୋଡିଥିଲେ ଅଭିଭାବକ ସଂଘ । ପିଲାଙ୍କ ଭବିଷ୍ୟତ ସହ ସିଏଚଏସଇ ଖେଳୁଥିବା ଓଏଚଆରସିଙ୍କୁ ଅଭିଯୋଗ କରିଥିଲେ ଅଭିଭାବକ ସଂଘ । ଆସନ୍ତା କାଲି ସୁଦ୍ଧା ପ୍ରକାଶ ପାଇବ ନୂଆ କେନ୍ଦ୍ରର ତାଲିକା । ଆଜିର ଜରୁରୀ ବୈଠକ ପରେ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ସୂଚନା ଦେଇଥିବା ଜଣାପଡିଛି ।
https://onakhabar.com/2020/02/16/1-to-8-class-exam-start-in-march-17/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking