43.9 C
Bhubaneswar
Friday, April 19, 2024
Homeଓଡିଶା+୨ ବିଭ୍ରାଟ ଅଭିଯୋଗର ଭିଜିଲାନ୍ସ ତଦନ୍ତ ହେଉ :ଅଭିଭାବକ ସଂଘ

+୨ ବିଭ୍ରାଟ ଅଭିଯୋଗର ଭିଜିଲାନ୍ସ ତଦନ୍ତ ହେଉ :ଅଭିଭାବକ ସଂଘ

ଭୁବନେଶ୍ୱର: +୨ ସେଣ୍ଟର ଫିକ୍ସିଂ ଅଭିଯୋଗକୁ ନେଇ ବର୍ଷିଲା ଅଭିଭାବକ ସଂଘ । ଦୁଇ ବିଧାୟକ ଏନେଇ ଅଭିଯୋଗ ଆଣିଛନ୍ତି । ନିର୍ଦ୍ଦିଷ୍ଟ କେତେକ କଲେଜକୁ ସେଣ୍ଟର କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି । କପି କରାଇ ପିଲାଙ୍କ ରେଜଲ୍ଟ ଭଲ କରିବା ପାଇଁ ହେରଫେର ହୋଇଛି । ଦୁଇ ବିଧାୟକଙ୍କ ଅଭିଯୋଗକୁ ନେଇ ଚିନ୍ତାରେ ବହୁ ଅଭିଭାବକ । ଏହା ପଛରେ ବଡ ଅର୍ଥ କାରବାର ହୋଇଛି । ଭିଜିଲାନ୍ସ ତଦନ୍ତ ହେଉ । +୨ ପରୀକ୍ଷା ବ୍ୟବସ୍ଥାରୁ ରାଜନେତାଙ୍କୁ ହଟାଇ ଶିକ୍ଷାବିତଙ୍କୁ ରଖାଯାଉ । ପ୍ରେସମିଟରେ ଅଭିଭାବକ ସଂଘ ଉପଦେଷ୍ଟା ବାସୁଦେବ ଭଟ୍ଟଙ୍କ ସୂଚନା ।
କମିଟି ପୂର୍ବରୁ ଦେଇଥିବା ପରୀକ୍ଷା କେନ୍ଦ୍ର ତାଲିକା ବଦଳାଇ ଆଉ ଏକ ନୂତନ ତାଲିକା ପ୍ରକାଶ କରିଛି । କମିଟି ସଭ୍ୟଙ୍କ ଅଭିଯୋଗ ଅନୁଯାୟୀ ପୂର୍ବ ବର୍ଷ ପରୀକ୍ଷାରେ ଯେଉଁ ପରୀକ୍ଷା ସେଣ୍ଟର ମାନଙ୍କରେ କପି ଧରାଯାଇଥିଲା କିମ୍ୱା କପି ହେଉଥିବା ନେଇ ପରୀକ୍ଷା କେନ୍ଦ୍ରକୁ ସ୍କ୍ରାଚ କରାଯାଇଥିଲା ସେହି ପରୀକ୍ଷା କେନ୍ଦ୍ରକୁ ଚଳିତ ବର୍ଷ ସେଣ୍ଟର କରିବା ତାଲିକାରୁ ବାଦ ଦେବା ପାଇଁ କମିଟି ପ୍ରସ୍ତାବ ଦେଇଥିଲା ।

https://onakhabar.com/2020/02/08/yellow-warning-4-district/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking