30.1 C
Bhubaneswar
Wednesday, April 24, 2024
Homeଓଡିଶା+୨ ପିଲାଙ୍କ ପାଇଁ କଡାକଡି ପରୀକ୍ଷା ନିୟମ

+୨ ପିଲାଙ୍କ ପାଇଁ କଡାକଡି ପରୀକ୍ଷା ନିୟମ

ଭୁବନେଶ୍ୱର: +୨ ପିଲାଙ୍କ ପାଇଁ କଡାକଡି ହେଲା ପରୀକ୍ଷା ନିୟମ । ଏଣିକି ପ୍ରଥମ ବର୍ଷ ପାସ ନ ହେଲେ ଦ୍ୱିତୀୟ ବର୍ଷକୁ ମନା । ଦ୍ୱିତୀୟ ବର୍ଷକୁ ଯିବାକୁ ହେଲେ ପ୍ରଥମ ବର୍ଷରେ ୩୩ ପ୍ରତିଶତ ମାର୍କ ଜରୁରୀ । ପରୀକ୍ଷାରେ ପାସ ପାଇଁ ପ୍ରଥମ ବର୍ଷ ପିଲାଙ୍କୁ ମିଳିବ ୨ଟି ସୁଯୋଗ । ଫେବୃଆରୀ ୧୫ରୁ ୨୯ମଧ୍ୟରେ ହେବ ପ୍ରଥମ ପରୀକ୍ଷା । ୩୩ପ୍ରତିଶତରୁ କମ ପ୍ରତିଶତ ରଖୁଥିବା ପିଲାଙ୍କ ପାଇଁ ପ୍ରଥମ ସୁଯୋଗ ହେଉଛି ସେମାନଙ୍କ ପାଇଁ ରିମେଡିଆଲ କ୍ଲାସ ହେବ । ଦ୍ୱିତୀୟ ସୁଯୋଗ ଭାବେ ମେ ଶେଷ ସପ୍ତାହରେ ହେବ ପରୀକ୍ଷା । ଦ୍ୱିତୀୟ ବର୍ଷ ଢାଞ୍ଚାରେ ପ୍ରଥମ ବର୍ଷ ପରୀକ୍ଷା କରାଯିବ  । କଲେଜ ଗୁଡିକ ପ୍ରଥମ ବର୍ଷ ରେଜଲ୍ଟ ନିର୍ଦ୍ଦେଶାଳୟକୁ ଜଣାଇବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

https://onakhabar.com/2020/01/13/govt-holiday-on-15th/
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking