34.1 C
Bhubaneswar
Thursday, April 25, 2024
Homeଓଡିଶାବାଇକ -ପିକଅପ ମୁହାଁମୁହିଁ ଧକ୍କା, ୨ ମୃତ

ବାଇକ -ପିକଅପ ମୁହାଁମୁହିଁ ଧକ୍କା, ୨ ମୃତ

ବଲାଙ୍ଗୀର: ବଲାଙ୍ଗିର ଦେଓଗାଁ ବହଲି ଛକ ନିକଟର ପପୁ ଢ଼ାବା ସମ୍ନା ରେ ମର୍ମନ୍ତୁଦ ସଡକ ଦୂର୍ଘଟଣା । ପିକଅପ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଳେ ସଇଁତଳା ଥାନା ଅନ୍ତର୍ଗତ ରେଙ୍ଗାଲି ଗାଁର ବୀରେନ ମଲ୍ଲିକ ଓ ପିପିର୍ଡା ଗାଁର ମନୋଜ ବିଶି । ଘଟଣା ସ୍ଥଳରେ ଦେଓଗାଁ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

ସ୍କୁଲରେ ଅନୁପସ୍ଥିତ ରହିବା ମହଙ୍ଗା ପଡ଼ିଲା, ୮୬ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking