ରାସ୍ତାକଡ଼ରୁ ୨ଟି ହାତୀଙ୍କ ମୃତଦେହ ଠାବ

ବନ୍ତଳା : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ମଙ୍ଗଳବାର ୨ଟି ହାତୀଙ୍କ ମୃତଦେହ ଠାବ ହୋଇଛି। ୧୫ବର୍ଷ ବୟସ୍କ ଦନ୍ତା ସହ ୫ବର୍ଷ ବୟସ୍କ ମାଈ ହାତୀଙ୍କ ଗଳିତ ମୃତଦେହକୁ ବନବିଭାଗ ଜବତ କରିଛି। ରାସ୍ତାକଡ଼ରେ ୨ଟି ହାତୀ ମରି ପଡ଼ିଥିବା କିଛି ଗାଈ ଚରାଳି ଦେଖି ବନବିଭାଗକୁ ଖବର ଦେବା ପରେ ସାତକୋଶିଆ ଡିଏଫ୍‌ଓ ସରୋଜ ପଣ୍ଡା ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହ ପଡ଼ିଥିବା ସ୍ଥାନ ନିକଟରେ ୧୧କେଭି ବିଦ୍ୟୁତ୍ ତାର ଯାଇଥିବାରୁ ବିଦ୍ୟୁତ୍‌ ତାର … Continue reading ରାସ୍ତାକଡ଼ରୁ ୨ଟି ହାତୀଙ୍କ ମୃତଦେହ ଠାବ