31.1 C
Bhubaneswar
Wednesday, April 24, 2024
Homeଓଡିଶାଲଗାଣ ବର୍ଷା : କାନ୍ଥ ପଡି ୨ ମୃତ

ଲଗାଣ ବର୍ଷା : କାନ୍ଥ ପଡି ୨ ମୃତ

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ଏକ ଅଘଟଣ ଘଟିଥିବା ନେଇ ଖବର ମିଳିଛି। ଗତକାଲି ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା। ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ୨ ଜଣଙ୍କର ମୃତ୍ୟୁ ଘଟିଛି। ଗରଦପୁର ବ୍ଲକ ବଡବେତରା ଗାଁର ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ଡେରାବିଶ ବେଣୀପୁର ଢିହସାହିରେ କାନ୍ଥ ପଡି ଆଉ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ପଞ୍ଚାୟତର ଅନେକ ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ପାଣି। ଘର ଭିତରେ ପାଣି ପଶିଯାଇଥିବା ବେଳେ ଲୋକ ବହୁ ହଇରାଣ ହରକତ ହେଉଥିବା ଦେଖିବାକୁ ମିଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking