29.1 C
Bhubaneswar
Saturday, April 20, 2024
Homeଓଡିଶାବ୍ରିଜ୍ ଭୁଶୁଡ଼ି ୨ମୃତ

ବ୍ରିଜ୍ ଭୁଶୁଡ଼ି ୨ମୃତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଭୁଶୁଡ଼ିଲା ନିର୍ମାଣଧୀନ ବ୍ରିଜ୍ । ଏହି ବ୍ରିଜ୍ ଭୁଶୁଡ଼ି ୨ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ସୁକତେଲ ନଦୀ ଉପରେ ନିର୍ମାଣଧୀନ ବ୍ରିଜ୍ ଭୁଶୁଡ଼ିଲା । ଦବି ଯାଇଥିବା ଗୋଟିଏ ପିଲରର ମରାମତି ବେଳେ ଭୁଶୁଡ଼ିଲା ।
https://onakhabar.com/2020/04/28/uttar-pradesh-5-members-of-family-found-dead-in-a-house-etah-singar-nagar/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking