27.1 C
Bhubaneswar
Thursday, April 25, 2024
Homeଓଡିଶାବଜ୍ରପାତ ସହ ୨ ଦିନ ବର୍ଷା

ବଜ୍ରପାତ ସହ ୨ ଦିନ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଘଡ ଘଡି ସହ ୨ ଦିନ ଯାଏଁ ବର୍ଷା ନେଇ ସତର୍କ ସୂଚନା । ୨୫ ଓ ୨୬ ରେ ଉତ୍ତର ଓଡିଶା ଓ ଦକ୍ଷିଣ ଉଫକୂଳ ବର୍ତ୍ତୀ ଜିଲ୍ଲା ରେ ବର୍ଷା । କାଲି ସକାଳ ଯାଏଁ ୬ ଜିଲ୍ଲା କୁ ଅରେଞ୍ଜ ୱାର୍ଣ୍ଣିଂ ।୧୩ ଜିଲ୍ଲା କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ । ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଓ ଖୋର୍ଦ୍ଧା କୁ ଅରେଞ୍ଜ ୱାର୍ଣ୍ଣିଂ । ୬ ଜିଲ୍ଲା ରେ ୫୦-୬୦ କିମି ବେଗରେ ପବନ ସହ ଘଡଘଡି ଓ ବର୍ଷା ସମ୍ଭାବନା । ୧୩ ଜିଲ୍ଲା ରେ ୩୦-୪୦ କିମି ପବନ ଓ ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ । ବାଲେଶ୍ୱର , ଭଦ୍ରକ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ପୁରୀ , ଅନୁଗୁଳ, କେନ୍ଦୁଝର, ମୟୁରଭଂଜ, ନୟାଗଡ, ଦେବଗଡ ଓ ଗଞ୍ଜାମ ପାଇଁ ୟେଲୋ ୱାର୍ଣ୍ଣିଂ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking