ଗୁଣପୁର: ଗୁଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍କୁ ଧକ୍କା ଦେଲା ବସ୍ । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ୨ କଲେଜ ଛାତ୍ର ମୃତ । ରାମନାଗୁଡା ଥାନା ପାଲୁପାଇ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଗୁଡାରୀ ଅଞ୍ଚଳର ଯୁକ୍ତ ଦୁଇ ଛାତ୍ର ବୋଲି ଜଣାପଡିଛି । ଉଭୟ ବାଇକ୍ ଯୋଗେ ପରୀକ୍ଷା ଦେବାକୁ ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ପରେ … Continue reading ବସ୍ ଧକ୍କାରେ ୨ କଲେଜ ଛାତ୍ର ମୃତ
Copy and paste this URL into your WordPress site to embed
Copy and paste this code into your site to embed