ବିଦ୍ୟୁତ୍ ତାର ନେଲା ୨ ଶିଶୁଙ୍କ ଜୀବନ

ସୁବର୍ଣ୍ଣପୁର: ବିଦ୍ୟୁତ୍ ତାର ନେଲା ୨ ଶିଶୁଙ୍କ ଜୀବନ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଂହପାଲି ଗାଁରୁ ଆସିଛି ଏପରି ଦୁଃଖଦ ଖବର। ମୃତ ଦୁଇ ନାବାଳକ ହେଲେ ସିଂହପାଲି ଗାଁର ନବୀନ ଡୁଙ୍ଗଡୁଙ୍ଗଙ୍କ ପୁଅ ଜିତ ଓ ପୁତୁରା ରମେଶ। ଗତକାଲି ବିଳମ୍ବିତ ରାତିରେ ନବୀନଙ୍କ ସହ ଦୁଇ ଜଣ ଧାନ କ୍ଷେତ ଜଗିବାକୁ ବିଲକୁ ଯାଇଥିଲେ। ଯିବା ବାଟରେ ବାରହା ଶୀକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଦୁଇ ଶିଶୁ। … Continue reading ବିଦ୍ୟୁତ୍ ତାର ନେଲା ୨ ଶିଶୁଙ୍କ ଜୀବନ