ସମାନ ରୋଲ୍ ନମ୍ବରରେ ୨ ପ୍ରାର୍ଥୀ ଆଇଏଏସ୍

ଭୁବନେଶ୍ୱର: ସମାନ ରୋଲ୍ ନମ୍ବରରେ ୨ ପ୍ରାର୍ଥୀ ଆଇଏଏସ୍ ପାଇଥିବା ଦାବି କରାଯାଉଛି । ଆୟସା ମକ୍ରାନି ଓ ଆୟସା ଫାତିମାଙ୍କ ଦାବି ନେଇ ବଢିଲା ଦ୍ୱନ୍ଦ । ଉଭୟ ସମାନ ରୋଲ ନମ୍ବର ୭୮୧୧୭୪୪ ପାଇଥିବା ଦାବି କରିଛନ୍ତି । ୟୁପିଏସ୍‌ସି ଲିଷ୍ଟରେ ୧୮୪ ରାଙ୍କରେ ଆୟସା ଫାତିମାଙ୍‌କ ନାଁ ରହିଛି । ତେବେ ରୋଲ୍ ନଂ ତାଙ୍କର ଥିବାରୁ ସେ ପାଇଥିବା କହିଲେ ଆୟସା ମକ୍ରାନି । ଉଭୟ ମଧ୍ୟପ୍ରଦେଶର ମକ୍ରାନି ଅଲିରାଜପୁରର ହୋଇଥିବା … Continue reading ସମାନ ରୋଲ୍ ନମ୍ବରରେ ୨ ପ୍ରାର୍ଥୀ ଆଇଏଏସ୍