ଆସନ୍ତା ମେ’ ୨୯ରୁ +୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର: ମେ ୨୯ ତାରିଖରୁ +୨ ନାମଲେଖା ପାଇଁ ଆବେଦନ ପ୍ରକିୟା ଆରମ୍ଭ । ସାମ୍ସ ପୋର୍ଟାଲ ଜରିଆରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ । ଜୁନ୍ ୨୦ ଆବଦେନ କରିବାର ଶେଷ ତାରିଖ । ଜୁନ୍ ୨୮ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ । ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୩ ମୃତ, ୮ ଆହତ