27.1 C
Bhubaneswar
Friday, March 29, 2024
Homeଓଡିଶାନୟାଗଡ ଜିଲ୍ଲାର ୧୯ ତମ ସ୍ଵନକ୍ଷେତ୍ର ସମାରୋହ ଅନୁଷ୍ଠିତ

ନୟାଗଡ ଜିଲ୍ଲାର ୧୯ ତମ ସ୍ଵନକ୍ଷେତ୍ର ସମାରୋହ ଅନୁଷ୍ଠିତ

ନୟାଗଡ : ନୟାଗଡ ଜିଲ୍ଲାର ସାପ୍ତାହିକ ସମ୍ବାଦ ପରମ୍ପରାର ୧୯ ତମ ସ୍ଵନକ୍ଷେତ୍ର ସମାରୋହ ୨୦୨୦ ପଞ୍ଚାୟତ ସମିତିର ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି, ସମ୍ବାଦ ପରମ୍ପରାର ସମ୍ପାଦକ ନିର୍ମଳ ସୁରଦେଓ ସଂଯୋଜନା କରିଥିଲାବେଳେ ପ୍ରମୋଦ ପଟ୍ଟନାୟକ ସଭାପତିତ୍ବ କରିଥିଲେ, ଏହି ଅବସରରେ କବି କବୟିତ୍ରୀ ଯୋଗଦେଇ କବିତା ପାଠ କରିଥିଲେ, ପରମ୍ପରା ନୀତି ଅନୁଯାଇ ମାନପତ୍ର ପ୍ରଦାନ କରାଯାଇ ଥିଲା ଶୁଭ ଅବସରରେ ଭାବପୂର୍ଣ ଜଗନ୍ନାଥ ଭଜନ ଯୁଗେଯୁଗେ ଜଗନ୍ନାଥ ଗୀତର ଶୁଭ ଉନ୍ମୋଚନ ସଭାର ଅତିଥି ମାନଙ୍କ ଦ୍ୱାରା ଭିଡ଼ିଓ ମାଧମରେ କରାଯାଇଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking