31.1 C
Bhubaneswar
Friday, March 29, 2024
Homeଓଡିଶାଆଜି ସର୍ବାଧିକ ୧୯୮୧ ଜଣ ପଜିଟିଭ୍ ଚିହ୍ନଟ

ଆଜି ସର୍ବାଧିକ ୧୯୮୧ ଜଣ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ସର୍ବାଧିକ ୧୯୮୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୨୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭୫୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୬୫୩ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୨୬୭, କନ୍ଧମାଳରୁ ୧୭୯, ସୁନ୍ଦରଗଡରୁ ୧୪୫, କଟକରୁ ୧୩୧, ବାଲେଶ୍ୱରରୁ ୫୯, ଭଦ୍ରକରୁ ୬୫, ବଲାଙ୍ଗୀରରୁ ୨୭, ଅନୁଗୁଳରୁ ୬, ବୌଦ୍ଧରୁ ୨୨, ଦେଓଗଡରୁ ୧୬, ଢେଙ୍କାନାଳରୁ ୩୯, ଗଜପତିରୁ ୮, ଜଗତସିଂହପୁରରୁ ୪୨, ଯାଜପୁରରୁ ୬୦, ଝାରସୁଗୁଡାରୁରୁ ୮, କଳାହାଣ୍ଡିରୁ ୩୯, କେନ୍ଦ୍ରପଡାରୁ ୨୯, କେନ୍ଦୁଘରରୁ ୨୩, କୋରାପୁଟରୁ ୯୭, ମାଲକାନଗିରିରୁ ୬୪, ମୟୂରଭଞ୍ଜରୁ ୩୭, ନବରଙ୍ଗପୁରରୁ ୧୮, ନୟାଗଡରୁ ୫୬, ନୂଆପଡାରୁ ୧୬, ପୁରୀରୁ ୭୭, ରାୟଗଡାରୁ ୫୫, ସମ୍ବଲପୁରରୁ ୩୮, ସୋନପୁରୁରୁ ୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking