37.1 C
Bhubaneswar
Thursday, March 28, 2024
Homeଅପରାଧଗୁଳିଚାଳନାରେ ୧୯ ମୃତ

ଗୁଳିଚାଳନାରେ ୧୯ ମୃତ

ବାଗଦାଦ : ଇରାକରେ ଘଟିଛି ଅଭାବନୀୟ ଘଟଣା | ବାଗଦାଦ ନିକଟରେ ବନ୍ଧୁକଧାରୀଙ୍କ ଗୁଳିଚାଳନା । ଅଜ୍ଞାତ ବନ୍ଧୁକଧାରୀର ଗୁଳି ଚାଳନାରେ ୧୯ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଅଧିକ ଆହତ ହୋଇଥିବାର ଜଣା ପଡିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇ ଚିକିସ୍ଥ୍ୟା କରାଯାଉଛି ।
ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଇରାକ ରାଜଧାନୀ ବାଗଦାଦ ନିକଟରେ କିଛି ଅଜଣା ବନ୍ଧୁକଧାରୀ ଗୁଳିଚାଳନା କରିଛନ୍ତି । ଗୁଳିଚାଳନାରେ ତିନିଜଣ ପୋଲିସ ଅଧିକାରୀଙ୍କ ସମେତ ୧୯ଜଣଙ୍କ ମୃତ୍ୟୁ ଘଟିଛି । ୭୦ରୁ ଅଧିକ ଜଣ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଗତ କିଛି ଦିନ ହେବ ଦକ୍ଷିଣ ଇରାକରେ ବିଭିନ୍ନ ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଦର୍ଶନ ଜାରି ରହିଥିବାର ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking